ଆଜିର ଖବର ରୋଷେଇ କରୁଥିବା ବେଳେ ଅଘଟଣ, ନିଆଁରେ ଜଳିଗଲା ମହିଳାଙ୍କ ଜୀବନ ଯାଜପୁର: ରୋଷେଇ ଘରୁ ଉଠିଲା ନିଆଁ, ଆଖି ପିଛୁଳାକେ ଛାରଖାର ହୋଇଗଲା ଘର। ଚୁଲିରେ ରୋଷେଇ କରୁଥିବା ବେଳେ ଅସାବଧାନତାରୁ ଶାଢ଼ିରେ ଲାଗିଗଲା ନିଆଁ। ନିଜକୁ ବଞ୍ଚାଇବା…