ଆଜିର ଖବର ପାଞ୍ଚ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ବାଲୁଗାଁ ଅବକାରୀ ବିଭାଗ: ୨୦୪ ଲିଟର ଦେଶୀ ମଦ ସହ ୪ ମଟର ସାଇକେଲ ଜବତ ସୀତାରାମ ଅଗ୍ରଓ୍ବାଲ ବାଣପୁର : ଲକ୍ଡାଉନ୍ ସମୟରେ ବି ବାଣପୁର-ବାଲୁଗାଁରେ ଚାେରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍ ଏବଂ…