ଅପରାଧ ସରକାରୀ ବିଦ୍ୟାଳୟର ତାଲା ଭାଙ୍ଗି ଆଲମାରୀରୁ ଟଙ୍କା ଚୋରି କଲେ ଦୁର୍ବୃତ୍ତ ପିଣ୍ଟୁ ବିଷୋୟୀ ବେଗୁନିଆପଡା: ସରକାରୀ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା ସୂଚନା ରହିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମପଞ୍ଚାୟତର ପାଇକପଡା ବଟେଶ୍ୱର ଉଚ୍ଚ ପ୍ରାଥମିକ…