ଅପରାଧ ବାଣପୁରରେ ମାତିଛନ୍ତି ବାଇକ ଲୁଟେରା: ଚୋରା ବାଇକ ସହ ୨ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ମାସ ହେବ ନିରନ୍ତର ଭାବେ ବାଣପୁର…