ଆଜିର ଖବର ମୁଢ଼ି କିଣିବାକୁ ଯାଇ ଫେରିଲେନି ୧୪ ବର୍ଷୀୟ ଦୀନେଶ! ଚୋରି ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ରାସ୍ତାରେ ଗ୍ରାମବାସୀ ନୀଳଗିରି: ଦୋକାନରୁ ଚୋରି କରିଥିବା ସନ୍ଦେହରେ ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍…