ଅପରାଧ ମାଉଜର ଦେଖାଇ ପେଟ୍ରୋଲ ପମ୍ପରୁ ୨ ଲକ୍ଷ ପଚାଶ ହଜାର ଲୁଟ୍: ସିସିଟିଭି ରେ କଏଦ ହେଲା ଘଟଣା ଜଙ୍କିଆ: ମାଉଜର ଦେଖାଇ ପେଟ୍ରୋଲ ପମ୍ପରୁ ଏକ ଲୁଟ୍ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ବିକାଶ ଫିଲିଙ୍ଗ ଷ୍ଟେସନରେ ଏଭଳି ଘଟଣା ଘଟିଯାଇଛି।…