ଆଜିର ଖବର ଛତିଶଗଡ଼ରେ ବିସ୍ଫୋରଣ, ୪ ସିଆରପିଏଫ୍ ଯବାନ ଆହତ ସୁକମା: ଛତିଶଗଡ଼ର ସୁକମା ଜିଲ୍ଲାରେ ଅବ୍ୟବହୃତ ବିସ୍ଫୋରକ ସାମଗ୍ରୀ ନଷ୍ଟ କରିବା ସମୟରେ ଘଟିଛି ଅଘଟଣ। ଏହି ଘଟଣାରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍)ର ୪…