ଅପରାଧ ଲକ ଡାଉନରେ କାରନାମା, କ୍ଲାସ କରିବା ବାହାନାରେ ନଅ ଜଣ ଛାତ୍ରୀଙ୍କୁ ବଳତ୍କାର କଲେ ଶିକ୍ଷକ, ଗଲେ ଜେଲ ତେଲଙ୍ଗାନା, ଲକଡାଉନ ଥିଲା ବେଳେ ଶିକ୍ଷକ ଅନ ଲାଇନରେ କ୍ଲାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାଟ ଫୋନ ନ ଥିଲା ସେମାନଙ୍କୁ ଏକୁଟିଆ ସ୍କୁଲକୁ ଡାକି କରିଛନ୍ତି…