ଛାତ୍ରୀ ମୃତ୍ୟୁକୁ ନେଇ ଆନ୍ଦୋଳନ

ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଆଜି ଭୁବନେଶ୍ବରର ପିଏମଜି ଛକରେ ତୁମୁଳ କାଣ୍ଡ ଘଟିଛି। ପୋଲିସ ଏବଂ ବିଜେଡି କର୍ମିଙ୍କ ମଧ୍ୟରେ ଧସ୍ତଧସ୍ତି ଆରମ୍ଭ ହୋଇଯାଇଛି।…