ଆଜିର ଖବର ନିଆଳିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ୪୦ ଛେଳି ଜୀବନ୍ତ ଦଗ୍ଧ କଟକ: କଟକ ଜିଲ୍ଲା ନିଆଳି ଅଞ୍ଚଳର ସୁଆଁଲୋ ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର। ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା…