ଅପରାଧ ଜଗତସିଂହପୁର ବସଷ୍ଟାଣ୍ଡରୁ ୫କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ସହିତ ଜଣେ ଯୁବକ ଗିରଫ ରମେଶ ମହାନ୍ତି ଜଗତସିଂହପୁର: ବିଭିନ୍ନ ଜିଲ୍ଲାରୁ ବସ୍ ରେ ଚୋରା ଗଞ୍ଜେଇ ଆସି ଜଗତସିଂହପୁର ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ନେଇ…