ଆଜିର ଖବର ବାଲୁଗାଁରେ ଉଦଘାଟିତ ହେଲା ନୂଆ ସିନେମା ହଲ ଜଗଦମ୍ବା, ମନ୍ତ୍ରୀ ପୃଥ୍ବୀରାଜ କଲେ ଉଦଘାଟନ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଏକ ନୂଆ ସିନେମା ହଲ ଜଗଦମ୍ବାର ଶୁଭ ଉଦଘାଟନ ହୋଇଯାଇଛି। ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଥିରେ ଯୋଗଦେଇ ସିନେମା…