ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

ଭୁବନେଶ୍ବର: ପବିତ୍ର ଜନ୍ମାଷ୍ଟମୀ ପୂର୍ବଦିନ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଗୁରୁବାର ମାଜଣା, ଜେଉଟ ଭୋଗ ଓ ନିଆରା ଗର୍ଭଉଦକ ବନ୍ଦାପନା ଆଦି ସ୍ୱତନ୍ତ୍ର ଗୁପ୍ତନୀତି ଅନୁଷ୍ଠିତ ହେବାକୁ…