ଆଜିର ଖବର ଅଷ୍ଟମ ଦିବସରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା: ଐତ୍ୟିହ୍ୟ ଓ ସଂସ୍କୃତିର ଅବିସ୍ମରଣୀୟ ସମ୍ଭାର ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ହାବେଳୀ ପଡ଼ିଆରେ ଗତ ୧୨ ତାରିଖରୁ ଚାଲି ରହିଥିବା ‘ବର୍ଷ ଏକ…… ଉପଲବ୍ଧି ଅନେକ’ ର ନୂତନ ସରକାରଙ୍କ ବିଭିନ୍ନ…