ଆଜିର ଖବର ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ, ଇଭେଣ୍ଟ କମ୍ପାନୀର ଅଭିଯୋଗ ଉପରେ କୋର୍ଟ ନିର୍ଦ୍ଦେଶ ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଖବର ଅନୁଯାୟୀ କୋଲକାତାର ସିୟାଲଦହ କୋର୍ଟ ଜରିନ ଖାନଙ୍କ ନାମରେ ଗିରଫ ୱାରେଣ୍ଟ…