ଜାତୀୟ ଖବର କୋଭିଡ ମୁକାବିଲାରେ ସଫଳତା ହାସଲ କଲା ଭୁବନେଶ୍ବର ବିମାନ ବନ୍ଦର, ଜରୁରୀ ସାମଗ୍ରୀ ପରିବହନ ଭୁବନେଶ୍ବର, କୋଭିଡ-୧୯ ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦୈନିକ ଦେଶର ବିଭିନ୍ନ ବିମାନ ବନ୍ଦର ଜରିଆରେ ଜରୁରି ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମ ପରିବହନ…