ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଜର୍ଜ ମ୍ୟାକ୍ରି ବ୍ୟୁନସ୍ ଏୟାର୍ସ ସହରର ଚାବି ପ୍ରଦାନ କରିଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ ମ୍ୟାକ୍ରିଙ୍କ ଠାରୁ ବ୍ୟୁନସ୍ ଏୟାର୍ସ ସହରର ଚାବି ଗ୍ରହଣ କରି ସମ୍ମାନିତ ହୋଇଛି।