ଆଜିର ଖବର ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଜଳାପୋଡ଼ା ଚିକିତ୍ସା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଭୁବନେଶ୍ୱର: ଦେଶରେ ଜଳାପୋଡ଼ା ଆଘାତର ଉନ୍ନତ ଚିକିତ୍ସା ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଅଧୀନସ୍ଥ…