ଆଜିର ଖବର ଜୁନ ୬ ରେ ରଜ ଉପଲକ୍ଷେ ଶୁଭମୁକ୍ତି ହେବ ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର “ଫାଷ୍ଟ ଲଭ୍” ଭୁବନେଶ୍ଵର: ପ୍ରେମର ପହିଲି ପୁଲକରେ ଉତ୍ଫୁଲିତ ହୋଇଉଠେ ମନ। ପୁଣି ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ନିଆରା। ସେହିଭଳି ଏକ ରୋମାଣ୍ଟିକ…