ଆଜିର ଖବର ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ ଭୁବନେଶ୍ଵର: ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଜାତୀୟ ସାମୁଦ୍ରିକ ସନ୍ଧାନ ଅଭିଯାନ ଓ ଉଦ୍ଧାର ବୋର୍ଡ (ଏନ୍ଏମ୍ଏସ୍ଏଆର୍ବି)ର ତତ୍ତ୍ୱାବଧାନରେ ଆଜି ଓଡ଼ିଶାର ପାରାଦ୍ୱୀପ ଉପକୂଳଠାରେ ଦ୍ୱାଦଶ ଜାତୀୟ…