ଜାତୀୟ ଖବର ବହୁ ଜିନିଷରୁ ହ୍ରାସ ପାଇଲା ଜିଏସଟି, ଶସ୍ତା ହେବ ବୀମା, ଏସି, କାର ଓ ସିମେଣ୍ଟ ସହିତ…….. ନୂଆଦିଲ୍ଲୀ: ବୁଧବାରରେ ଅନୁଷ୍ଠିତ ୫୬ତମ ଜିଏସଟି ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ୍ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବହୁ ଜିନିଷ ଉପରୁ…