ଜିଗ୍ନେଶ ମେବାଣୀ

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେବାଣୀଙ୍କୁ ଆସାମ ପୋଲିସ ଗିରଫ କରିଛି। ଗୁଜୁରାଟର ପାଲନପୁର ସର୍କିଟ ହାଉସରୁ ଜିଗ୍ନେଶଙ୍କୁ ଗିରଫ କରାଯାଇଛି। ଆସାମରେ…