ଆଜିର ଖବର ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତି ପାଇଲେ ବିଦ୍ୟୁତ୍ କୁମାର କାଣ୍ଡି ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଜେପି ଜିଲ୍ଲା ସମ୍ପାଦକ ଭାବେ ବିଦ୍ୟୁତ୍ କୁମାର କାଣ୍ଡିକୁ ଦାୟିତ୍ବ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ…