ଅପରାଧ ସଟଡ଼ାଉନରେ ଜୁଆ ଅଡ୍ଡାଉପରେ ଚଢ଼ାଉ: ୭ ଜୁଆଡିଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ, ଜରିମାନା ଆଦାୟ ଚାନ୍ଦପୁର: ସଟଡ଼ାଉନ ସମୟରେ ଜୁଆ ଖେଳ ଚାଲିଥିବା ବେଳେ ଅଚାନକ ପୋଲିସ ଆଡ୍ଡା ଉପରେ ଚଢାଉ କରିଛି। ଖେଳୁଥିବା ୭ ଜଣ ଜୁଆଡିକୁ ପୋଲିସ ଗିରଫ କରିବା…