ଆଜିର ଖବର ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ କଳିଙ୍ଗ ଜୀନ ବକ୍ତୃତାମାଳା ଅନୁଷ୍ଠିତ ଭୁବନେଶ୍ବର: ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଜୈନ ଚେୟାର ଆନୁକୂଲ୍ୟରେ କଳିଙ୍ଗ ଜୀନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଏହି ବକ୍ତୃତାମାଳାକୁ…