ଆଞ୍ଚଳିକ ନିର୍ବାଚନ ପାଇଁ କଂଗ୍ରେସ କର୍ମୀଙ୍କ ସଂକଳ୍ପ ରଣପୁର: ଆଜି ଚାନ୍ଦପୁର ଜୋନ-୨୪ କଂଗ୍ରେସ କମିଟି ତରଫରୁ ବରକନ୍ୟା ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନେତା ସାରଙ୍ଗ ପ୍ରଧାନଙ୍କ ସଭାପତିତ୍ବରେ ଉକ୍ତ…