ଆଜିର ଖବର କରୋନା କଟକଣାରେ ୨ ହଜାର ଲୋକଙ୍କ ପାଇଁ ଭୋଜି: ୫୦ ହଜାର ଜୋରିମାନା ପକାଇଲେ ତହସିଲ୍ଦାର ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନାର ପ୍ରକୋପ କମିଥିଲେ ମଧ୍ୟ ଏହା ସମୁଦାୟ ବିଦାୟ ନେଇନି। ଏହି ପରିପ୍ରେକ୍ଷରେ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ…