ଆଜିର ଖବର ପୂର୍ବତନ କଂଗ୍ରେସ ନେତାଙ୍କୁ ବିଜେପିରେ ବଡ ଦାୟିତ୍ଵ, ମୁଖପାତ୍ର ହେଲେ ଜୟବୀର ଶେର୍ଗିଲ ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ପୂର୍ବତନ କଂଗ୍ରେସ ନେତା ଜୟବୀର ଶେର୍ଗିଲଙ୍କୁ ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ଏଥି ସହ…