ଆଜିର ଖବର ଆଜି ଓଡିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକ ଭୁବନେଶ୍ବର: ଆଉ କିଛି ସମୟ ପରେ ଓଡିଶା ଫେରିବେ ଉତ୍ତରକାଶୀ ଟନେଲରେ ଫସିଥିବା ଓଡିଶାର 5 ଶ୍ରମିକ। ସେମାନେ ବିମାନ ଯୋଗେ ଭୁବନେଶ୍ବର ବିମାନ ମନ୍ଦରରେ ପହଞ୍ଚିବେ।…