ଅନ୍ତରାଷ୍ଟ୍ରୀୟ ଫାଇନାଲରେ ବିରାଟଙ୍କ ମୁଣ୍ଡରୁ ଏକ ନମ୍ବର ମୁକୁଟ ଛଡ଼ାଇ ନେଇପାରନ୍ତି ରିଜୱାନ୍, ମାତ୍ର ଏତିକି ରନ ଆବଶ୍ୟକ ନୂଆଦିଲ୍ଲୀ: ଆଜି ଏସିଆ କପ୍-୨୦୨୨ ର ଅନ୍ତିମ ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ଟାଇଟଲ୍ ମ୍ୟାଚ୍ ଦୁବାଇ ଆନ୍ତର୍ଜାତୀୟ…