ବିଶେଷ ଖବର ୨୦୨୪ରେ ବିଜେପି ୟୁପିରୁ ୭୪ଟି ଆସନ ସହ ଇତିହାସ ସୃଷ୍ଟି କରିବାକୁ ଯାଉଛି କି? ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ବିରୋଧୀ…