ଆଜିର ଖବର ବାପା ଆଖି ଆଗରେ ପୁଅକୁ ମାଡ଼ିଗଲା ମୃତ୍ୟୁର ଟ୍ୟାଙ୍କର, ୧୩ ବର୍ଷୀୟ ସୁଜିତଙ୍କ ଚାଲିଗଲା ଜୀବନ ଖୋର୍ଦ୍ଧା: ବାପାଙ୍କ ଆଖି ସାମ୍ନାରେ ଛିନ୍ନଭିନ୍ନ ହୋଇଗଲା ୧୩ ବର୍ଷର ପୁଅର ଜୀବନ। ମାତ୍ର କେଇ ସେକେଣ୍ଡରେ ହସଖୁସିର ସଂସାର ଉପରେ ମାଡ଼ିଆସିଲା ଦୁଃଖର କଳାବାଦଲ। ଘରକୁ…