ଅପରାଧ ଗ୍ରାହକ ବେଶରେ ନିଶା ବେପାରିଙ୍କୁ ମାଡି ବସିଲା ଟାଙ୍ଗୀ ଅବକାରୀ: ୬ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଧଳା ଜହର ଜବତ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ ଆଜି ଚଢାଉ କରି ଜବତ କରିଛି ୬ ଲକ୍ଷରୁ ଊର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର। ସୂଚନା…