ବିଶେଷ ଖବର ଏୟାର ଇଣ୍ଡିଆକୁ ଅଠର ହଜାର କୋଟି ଟଙ୍କାରେ କିଣିଲା ଟାଟା କଂପାନୀ ନୂଆଦିଲ୍ଲୀ: ବର୍ତ୍ତମାନ ସବୁ ଚର୍ଚ୍ଚାର ହେଲା ଅନ୍ତ। ଶେଷରେ ଏୟାର ଇଣ୍ଡିଆକୁ କିଣିଲା ଟାଟା କଂପାନୀ। ଆଜି ଏ ନେଇ ଚୁଡାନ୍ତ ନିଷ୍ପତି ହୋଇଛି। ମୋଟ ଅଠର…