ଆଜିର ଖବର ଟିଭିରେ ଆଇପିଏଲ୍ ପ୍ରଥମ ମ୍ୟାଚ୍ରେ ବିଜ୍ଞାପନଦାତାଙ୍କ ସଂଖ୍ୟାରେ ୪୦ ପ୍ରତିଶତ ହ୍ରାସ ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଏକ ନୂଆ ଧାରା ସାମ୍ନାକୁ ଆସିଛି। ଟିଭିକୁ ଛାଡ଼ି ବିଜ୍ଞାପନଦାତାମାନେ ଡିଜିଟାଲ୍ ଆଡ଼କୁ ମୁହାଁଇଥିବା ଦେଖିବାକୁ ମିଳିଛି। ବିଏଆର୍ସି (ବାର୍କ)…