ଆଜିର ଖବର କେନ୍ଦୁଗୁଡା ଘାଟିରେ ଓଲଟିଲା ଟୁରିଷ୍ଟ ବସ: ଜଣେ ମୃତ, ୨ ଗୁରୁତର, ୧୦ ଆହତ ମୋହନା: ରାୟଗଡା ସୀମାନ୍ତରେ ଏକ ଟୁରିଷ୍ଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଯାତ୍ରୀ ଆହତ…