ଟେନିସ୍ ତାରକା

ନୂଆଦିଲ୍ଲୀ: ଭାରତର ଟେନିସ୍ ତାରକା ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି। ୨୦୨୨ ତାଙ୍କର ଶେଷ ଋତୁ ହେବ ଏବଂ ଏହା ପରେ ସେ ଅବସର ନେବେ।…