ଆଜିର ଖବର ଦୁଇଟି ନୂତନ ନିର୍ମିତ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ରେଳ ନିରାପତ୍ତା ଆୟୁକ୍ତଙ୍କ ସ୍ୱୀକୃତି ଭୁବନେଶ୍ଵର: ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ହିନ୍ଦୋଳ ରୋଡ଼ ସେକ୍ସନ ମଧ୍ୟରେ 40.934 କି.ମି.ଦୈର୍ଘ୍ୟ ନୂତନ ଲାଇନ ଏବଂ କୋଟାଭାଲାସା- କିରନ୍ଦୁଲ ଦୋହରୀକରଣ…