ଟ୍ରେନ ଚଳାଚଳ ବାତିଲ

ଭୁବନେଶ୍ଵର: ଖୋର୍ଦ୍ଧା ରୋଡ ମଣ୍ଡଳ ଅନ୍ତର୍ଗତ ତାଳଚେର-ତାଳଚେର ରୋଡ ସେକ୍ସନରେ ଚେନପାଲ ଲେଭଲ୍ କ୍ରସିଂ ଗେଟ୍ ରେ ନିର୍ମାଣଧୀନ ରେଳ ଓଭର ବ୍ରିଜ୍ (ROB) ପାଇଁ ଗାର୍ଡର…