ଆଜିର ଖବର ବାଣପୁର ଏନଏସି ଅଧ୍ୟକ୍ଷଙ୍କ ଠିକାଦାରଙ୍କୁ ଗାଳିଗୁଲଜ ଅଭିଯୋଗ: ଉଭୟ ପକ୍ଷରୁ ମାମଲା ରୁଜୁ ସୀତାରାମ ଅଗ୍ରୱାଲ ବାଣପୁର: ଜନୈକ ଠିକାଦାରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଠିକାଦାର ଲକ୍ଷ୍ମୀଧର ସେଠିଙ୍କୁ…