ଅନ୍ତରାଷ୍ଟ୍ରୀୟ ପିସିବିର ସର୍ତ୍ତ ପ୍ରତ୍ୟାଖ୍ୟାନ: ଡବ୍ଲ୍ୟୁସିଏଲ୍ରୁ ଓହରିଲା ପାକିସ୍ତାନ ନୂଆଦିଲ୍ଲୀ: ଆୟୋଜକ କମିଟି ସହ ସର୍ତ୍ତ ଅସିଦ୍ଧ ହେବା ପରେ ‘ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ଅଫ୍ ଲିଜେଣ୍ଡ୍ସ’ (ଡବ୍ଲ୍ୟୁସିଏଲ୍)ର ତୃତୀୟ ସିଜନ୍ରୁ ଓହରିଯାଇଛି ପାକିସ୍ତାନ ଚାମ୍ପିଅନ୍ସ। ପାକିସ୍ତାନ କ୍ରିକେଟ୍…