ଆଜିର ଖବର ପାର୍ବଣ ପୂର୍ବରୁ ଡାଲି ଦର ଉପରେ ଲାଗିବ ଲଗାମ! ଶୁଳ୍କ ହ୍ରାସ କରିପାରନ୍ତି ସରକାର ନୂଆଦିଲ୍ଲୀ: ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଡାଲି ଦର ଉପରେ ମଧ୍ୟ ଚାପ ବଢ଼ିଛି। ବିଶେଷକରି ପର୍ବପର୍ବାଣୀ ସମୟରେ ଡାଲିର ଚାହିଦା…