ଆଜିର ଖବର ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ ବଡମାଳ ପଂଚାୟତରେ ଏକ ଡିଗ୍ରୀ କଲେଜ ସ୍ଥାପନ ପାଇଁ ଆଜି ଜୟ ଜଗନ୍ନାଥ ଯୁକ୍ତ ଦୁଇ କଲେଜ ପରିସରରେ ପ୍ରଥମ…