ଅପରାଧ ବାଣପୁର-ବାଲୁଗାଁ ବାଇପାସରେ ମାତିଲେ ଲୁଟେରା: ଡ୍ରାଇଭରର କାନ କାଟି ଲୁଟିନେଲେ ଏକାଧିକ ଜିନିଷ ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର-ବାଲୁଗାଁ ବାଇପାସରେ ପୁଣିଥରେ ଲୁଟେରାମାନେ ମାତିଛନ୍ତି। ଡ୍ରାଇଭରର କାନ କାଟି ଲୁଟିନେଲେ ମୋବଇଲ ଓ ଗାଡ଼ି ଚାବି। ସୂଚନା ମୁତାବକ ଗତକାଲି ରାତି…