ରାଜ୍ୟ ଖବର ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା ଭୁବନେଶ୍ୱର: ଦକ୍ଷିଣ, ଉତ୍ତର ଏବଂ ଉପକୂଳ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ଗଭୀର ଅବପାତ ପ୍ରଳୟ ରଚିଛି। ଲଗାଣ ବର୍ଷା ଏବଂ ପବନ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ…