ଜାତୀୟ ଖବର କନ୍ଧମାଳ ଲୋକେ ବିଦ୍ୟୁତ ତାର ଉପରେ ନଦୀ ପାରି ହେବା ଭିଡିଓ ଭାଇରାଲ, ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭୁବନେଶ୍ବର, କିଛି ଦିନ ଧରି ଲୋକେ ଏକ ଆଲମ୍ୟୁନିୟମ ତାର ଉପରେ ନାଳ ପାରି ହେବା ଭିଜୁୟାଲ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଜୁୟାଲଟି ହେଉଛି…