ଆଜିର ଖବର ମଧ୍ୟପ୍ରଦେଶରେ ତୃତୀୟ ଥର ପାଇଁ ମନ୍ତ୍ରୀମଣ୍ଡଳ ବିସ୍ତାର: ପୁଣି ସାମିଲ ହେଲେ ତୁଳସିରାମ ଓ ଗୋବିନ୍ଦ ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଆଉ ଦୁଇ ପୁରୁଣା ଚେହେରା ସାମିଲ ହୋଇଛନ୍ତି। ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।…