ଆଜିର ଖବର ନୂତନ ବର୍ଷର ପ୍ରଥମ ଦିନରେ ଭାରତରେ ତୃତୀୟ ଭୂମିକମ୍ପ, ବର୍ତ୍ତମାନ ଥରିଲା ଲଦାଖ ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ତୃତୀୟ ଥର ପାଇଁ ସନ୍ଧ୍ୟା ୬.୩୦ ରେ ପୁଣି ଏକ ଭୂମିକମ୍ପ ହୋଇଛି। ଏଥର ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଛି।…