ଆଜିର ଖବର ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ ସଇଁତଲା: ସେଲଫି ନେବା ହେଲା କାଳ। ଭାରସାମ୍ୟ ହରାଇ ଜାତୀୟ ରାଜପଥ-୨୬ର ତେଲନଦୀ ପୋଲ ତଳକୁ ଖସିପଡ଼ିଲେ ଜଣେ ଯୁବତୀ। ତେବେ ଅଗ୍ନିଶମ ବିଭାଗର ତ୍ୱରିତ ଉଦ୍ଧାର…