ଜାତୀୟ ଖବର ଆଜି କୋଣାର୍କ ମନ୍ଦିରକୁ ତ୍ରିରଙ୍ଗା ରଂଗରେ କରାଯାଇଛି ଆଲୋକିତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ଭୁବନେଶ୍ବର: ଆଜି ସଂଧ୍ୟାରେ କୋଣାର୍କ ମନ୍ଦିରକୁ ଯେ ଦେଖିଛି ସେ ଆର୍ଶ୍ଚର୍ଯ୍ୟ ହୋଇଯାଇଛି। କାରଣ ଆଜି ପ୍ରଥମ ଥର ପାଇଁ ଏହି ବିଶ୍ବ ଐତିହ୍ୟକୁ ତ୍ରିରଂଗା ରଂଗରେ…